ଭୂଷଣ କାରଖାନାରେ ଅଘଟଣ : ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ଗୁଣ୍ଡ ପାଣି

ରେଙ୍ଗାଲି : ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ପଥର ଗୁଣ୍ଡ ପାଣି। ସମ୍ବଲପୁର ଠେଲକୁଲି ସ୍ଥିତ ଜେଏସଡବ୍ଲୁ ପାଚେରି ଭାଙ୍ଗିଯିବା ପରେ ବାଞ୍ଜିବେରଣା ଅଞ୍ଚଳରେ ଲୁହା ଗୁଣ୍ଡ ପାଣି ମାଡ଼ି ଯାଇଛି। ଫଳରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ପାଣି ମାଡ଼ି ଆସିବା ଯୋଗୁ ନିକଟରେ ଥିବା କୁକୁଡ଼ା ଫାର୍ମରେ ବ୍ୟବହୃତ କେତେକ ଗାଡ଼ି ମଧ୍ୟ ପାଣିରେ ପୋତି ହୋଇଯାଇଛି। ସେହିପରି ସହରାପଡ଼ାରେ ଏକ ପୋଖରୀରେ ମଧ୍ୟ ଲୁହା ପଥର … Continue reading ଭୂଷଣ କାରଖାନାରେ ଅଘଟଣ : ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ଗୁଣ୍ଡ ପାଣି